# do not provoke your children to anger ଆପଣା ଆପଣା ପିଲାମାନଙ୍କୁ କ୍ରୋଧ କରାଅ ନାହିଁ କିମ୍ବା “ଆପଣା ଆପଣା ପିଲାମାନଙ୍କୁ କ୍ରୋଧୀ ହେବାକୁ ଦିଅ ନାହିଁ” # raise them in the discipline and instruction of the Lord ଗୁଣବାଚକ ବିଶେଷ୍ୟ “ଶାସନ” ଓ ଶିକ୍ଷା”କୁ କ୍ରିୟାଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ସେମାନଙ୍କୁ କଅଣ ଜାଣିବାପାଇଁ ଓ କଅଣ କରିବାପାଇଁ ଚାହୁଁଛନ୍ତି, ତାହା ନିଶ୍ଚିତ କରାଇ ସେମାନଙ୍କୁ ବୟସ୍କ ହେବାକୁ ଶିକ୍ଷା ଦିଅ” (ଦେଖ: [[rc://*/ta/man/translate/figs-abstractnouns]])