or_tn/eph/06/01.md

1.4 KiB

General Information:

ପ୍ରଥମ ଶବ୍ଦ “ଆପଣା ଆପଣା” ବହୁବାଚକ ଅଟେ I ତତ୍ପରେ ପାଉଲ ମୋଶାଙ୍କର ଲେଖାରୁ ଉଦ୍ଧୃତ କରୁଛନ୍ତି I ମୋଶା ଇଶ୍ରାୟେଲ ଲୋକମାନଙ୍କୁ ସତେ ଯେପରି ଜଣେ ବ୍ୟକ୍ତିକୁ କହିଲା ପରି କହୁଛନ୍ତି, ସେଥିପାଇଁ “ତୁମ୍ଭର” ଓ “ତୁମ୍ଭେ” ଏକବଚନ ଅଟେ I ତୁମେ ସେଗୁଡିକୁ ବହୁବାଚକ ଭାବରେ ଅନୁବାଦ କରିବାକୁ ହେବ I (ଦେଖ: rc://*/ta/man/translate/figs-you)

Connecting Statement:

ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ, ସେ ବିଷୟରେ ପାଉଲ ବୁଝାଇବା ଜାରିରଖିଛନ୍ତି I ସେ ପିଲାମାନଙ୍କୁ, ପିତାମାନଙ୍କୁ, ଦାସମାନଙ୍କୁ ଓ କର୍ତ୍ତାମାନଙ୍କୁ ଶିକ୍ଷା ଦେଉଛନ୍ତି I

Children, obey your parents in the Lord

ପାଉଲ ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କର ଆଜ୍ଞା ପାଳନ କରିବାକୁ ସ୍ମରଣ କରାଇ ଦେଉଛନ୍ତି I