or_tn/eph/06/01.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପ୍ରଥମ ଶବ୍ଦ “ଆପଣା ଆପଣା” ବହୁବାଚକ ଅଟେ I ତତ୍ପରେ ପାଉଲ ମୋଶାଙ୍କର ଲେଖାରୁ ଉଦ୍ଧୃତ କରୁଛନ୍ତି I ମୋଶା ଇଶ୍ରାୟେଲ ଲୋକମାନଙ୍କୁ ସତେ ଯେପରି ଜଣେ ବ୍ୟକ୍ତିକୁ କହିଲା ପରି କହୁଛନ୍ତି, ସେଥିପାଇଁ “ତୁମ୍ଭର” ଓ “ତୁମ୍ଭେ” ଏକବଚନ ଅଟେ I ତୁମେ ସେଗୁଡିକୁ ବହୁବାଚକ ଭାବରେ ଅନୁବାଦ କରିବାକୁ ହେବ I (ଦେଖ: [[rc://*/ta/man/translate/figs-you]])
# Connecting Statement:
ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ, ସେ ବିଷୟରେ ପାଉଲ ବୁଝାଇବା ଜାରିରଖିଛନ୍ତି I ସେ ପିଲାମାନଙ୍କୁ, ପିତାମାନଙ୍କୁ, ଦାସମାନଙ୍କୁ ଓ କର୍ତ୍ତାମାନଙ୍କୁ ଶିକ୍ଷା ଦେଉଛନ୍ତି I
# Children, obey your parents in the Lord
ପାଉଲ ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କର ଆଜ୍ଞା ପାଳନ କରିବାକୁ ସ୍ମରଣ କରାଇ ଦେଉଛନ୍ତି I