or_tn/eph/05/30.md

520 B

we are members of his body

ଏଠାରେ ପାଉଲ ଖ୍ରୀଷ୍ଟଙ୍କ ସହିତ ବିଶ୍ବାସୀମାନଙ୍କର ଘନିଷ୍ଠ ସମ୍ମିଳନ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ, ଯେଉଁସବୁର ସେ ସ୍ବାଭାବିକଭାବେ ଯତ୍ନ ନେବେ I (ଦେଖ: rc://*/ta/man/translate/figs-metaphor)