or_tn/eph/05/30.md

4 lines
520 B
Markdown
Raw Permalink Normal View History

2020-11-19 00:15:53 +00:00
# we are members of his body
ଏଠାରେ ପାଉଲ ଖ୍ରୀଷ୍ଟଙ୍କ ସହିତ ବିଶ୍ବାସୀମାନଙ୍କର ଘନିଷ୍ଠ ସମ୍ମିଳନ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ, ଯେଉଁସବୁର ସେ ସ୍ବାଭାବିକଭାବେ ଯତ୍ନ ନେବେ I (ଦେଖ: [[rc://*/ta/man/translate/figs-metaphor]])