or_tn/eph/05/26.md

8 lines
1.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# having cleansed her by the washing of water with the word
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଈଶ୍ବରଙ୍କ ବାକ୍ୟ ଦ୍ବାରା ଓ ଖ୍ରୀଷ୍ଟଙ୍କଠାରେ ଜଳରେ ବାପ୍ତିସ୍ମ ନେବା ଦ୍ବାରା ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ଈଶ୍ବର ପରିଷ୍କାର କରୁଥିବା ବିଷୟ ପାଉଲ ଉଲ୍ଲେଖ କରୁଛନ୍ତି କିମ୍ବା ) ଈଶ୍ବର ବାକ୍ୟଦ୍ବାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ଆତ୍ମିକଭାବରେ ପରିଷ୍କାର କରୁଥିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଈଶ୍ବର ଆମ୍ଭମାନଙ୍କ ଶରୀରକୁ ଜଳରେ ଧୌତକରି ପରିଷ୍କାର କରୁଅଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
# make her holy ... cleansed her
ବିଶ୍ବାସୀମାନଙ୍କର ସମାବେଶ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଏକ ନାରୀ ଯାହାଙ୍କୁ ଯୀଶୁ ବିବାହ କରିବେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପବିତ୍ର କରିବାକୁ ...ପରିଷ୍କାର କରିଅଛନ୍ତି” (ଦେଖ: [[rc://*/ta/man/translate/figs-metaphor]])