or_tn/eph/05/26.md

1.5 KiB
Raw Permalink Blame History

having cleansed her by the washing of water with the word

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଈଶ୍ବରଙ୍କ ବାକ୍ୟ ଦ୍ବାରା ଓ ଖ୍ରୀଷ୍ଟଙ୍କଠାରେ ଜଳରେ ବାପ୍ତିସ୍ମ ନେବା ଦ୍ବାରା ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ଈଶ୍ବର ପରିଷ୍କାର କରୁଥିବା ବିଷୟ ପାଉଲ ଉଲ୍ଲେଖ କରୁଛନ୍ତି କିମ୍ବା ) ଈଶ୍ବର ବାକ୍ୟଦ୍ବାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ଆତ୍ମିକଭାବରେ ପରିଷ୍କାର କରୁଥିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଈଶ୍ବର ଆମ୍ଭମାନଙ୍କ ଶରୀରକୁ ଜଳରେ ଧୌତକରି ପରିଷ୍କାର କରୁଅଛନ୍ତି I (ଦେଖ: rc://*/ta/man/translate/figs-metaphor)

make her holy ... cleansed her

ବିଶ୍ବାସୀମାନଙ୍କର ସମାବେଶ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଏକ ନାରୀ ଯାହାଙ୍କୁ ଯୀଶୁ ବିବାହ କରିବେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପବିତ୍ର କରିବାକୁ ...ପରିଷ୍କାର କରିଅଛନ୍ତି” (ଦେଖ: rc://*/ta/man/translate/figs-metaphor)