or_tn/eph/05/25.md

16 lines
1.0 KiB
Markdown

# General Information:
ଏଠାରେ “ଆପଣାକୁ” ଓ “ସେ” ଖ୍ରୀଷ୍ଟଙ୍କୁ ବୁଝାଏ I “ତାହା ନିମନ୍ତେ” ଶବ୍ଦଟି ମଣ୍ଡଳୀକୁ ବୁଝାଏ I
# love your wives
ଏଠାରେ “ପ୍ରେମ” ସ୍ତ୍ରୀମାନଙ୍କ ପ୍ରତି ନିଃସ୍ବାର୍ଥପର ସେବା ବା ପ୍ରେମ ଦେବା ବିଷୟକୁ ବୁଝାଏ I
# gave himself up
ବଧ ହେବା ନିମନ୍ତେ ଆପଣାକୁ ଲୋକମାନଙ୍କ ହାତରେ ଦେଇଦେଲେ
# for her
ବିଶ୍ବାସୀମାନଙ୍କର ସମାବେଶ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଏକ ନାରୀ ଯାହାଙ୍କୁ ଯୀଶୁ ବିବାହ କରିବେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ” (ଦେଖ: [[rc://*/ta/man/translate/figs-metaphor]])