or_tn/eph/05/25.md

1.0 KiB

General Information:

ଏଠାରେ “ଆପଣାକୁ” ଓ “ସେ” ଖ୍ରୀଷ୍ଟଙ୍କୁ ବୁଝାଏ I “ତାହା ନିମନ୍ତେ” ଶବ୍ଦଟି ମଣ୍ଡଳୀକୁ ବୁଝାଏ I

love your wives

ଏଠାରେ “ପ୍ରେମ” ସ୍ତ୍ରୀମାନଙ୍କ ପ୍ରତି ନିଃସ୍ବାର୍ଥପର ସେବା ବା ପ୍ରେମ ଦେବା ବିଷୟକୁ ବୁଝାଏ I

gave himself up

ବଧ ହେବା ନିମନ୍ତେ ଆପଣାକୁ ଲୋକମାନଙ୍କ ହାତରେ ଦେଇଦେଲେ

for her

ବିଶ୍ବାସୀମାନଙ୍କର ସମାବେଶ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଏକ ନାରୀ ଯାହାଙ୍କୁ ଯୀଶୁ ବିବାହ କରିବେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ” (ଦେଖ: rc://*/ta/man/translate/figs-metaphor)