or_tn/eph/05/18.md

12 lines
616 B
Markdown

# Connecting Statement:
ବିଶ୍ବାସୀମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପାଉଲ ଆପଣା ଶିକ୍ଷା ସମାପ୍ତ କରୁଛନ୍ତି I
# And do not get drunk with wine
ମଦ୍ୟପାନକରି ତୁମ୍ଭେମାନେ ମତ୍ତହେବା ଉଚିତ ନୁହେଁ
# Instead, be filled with the Holy Spirit
ତା’ପରିବର୍ତ୍ତେ, ତୁମ୍ଭେମାନେ ପବିତ୍ର ଆତ୍ମାରେ ନିୟନ୍ତ୍ରିତ ହେବା ଉଚିତ