# Connecting Statement: ବିଶ୍ବାସୀମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପାଉଲ ଆପଣା ଶିକ୍ଷା ସମାପ୍ତ କରୁଛନ୍ତି I # And do not get drunk with wine ମଦ୍ୟପାନକରି ତୁମ୍ଭେମାନେ ମତ୍ତହେବା ଉଚିତ ନୁହେଁ # Instead, be filled with the Holy Spirit ତା’ପରିବର୍ତ୍ତେ, ତୁମ୍ଭେମାନେ ପବିତ୍ର ଆତ୍ମାରେ ନିୟନ୍ତ୍ରିତ ହେବା ଉଚିତ