or_tn/eph/05/16.md

1.2 KiB

Redeem the time

ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ସମୟକୁ ମୁକ୍ତ କରାଯାଉଛି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣା ସମୟର ସର୍ବୋତ୍କୃଷ୍ଟ ବ୍ୟବହାର କର” କିମ୍ବା “ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କର” କିଅବା “ସମୟକୁ ସର୍ବୋତ୍କୃଷ୍ଟ ଭାବରେ ବ୍ୟବହାର କର” (ଦେଖ: rc://*/ta/man/translate/figs-metaphor)

because the days are evil

“କାଳ” ଶବ୍ଦଟି ଗୋଟିଏ ରୂପକ ଏବଂ ଲୋକମାନେ ସେହି ଦିନଗୁଡିକରେ କଣ କରନ୍ତି ତାହାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭମାନଙ୍କ ଚାରିପାଖେଥିବା ଲୋକମାନେ ନାନା ପ୍ରକାର ମନ୍ଦ କାର୍ଯ୍ୟ କରୁଛନ୍ତି” (ଦେଖ: rc://*/ta/man/translate/figs-metonymy)