or_tn/eph/05/16.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Redeem the time
ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ସମୟକୁ ମୁକ୍ତ କରାଯାଉଛି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣା ସମୟର ସର୍ବୋତ୍କୃଷ୍ଟ ବ୍ୟବହାର କର” କିମ୍ବା “ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କର” କିଅବା “ସମୟକୁ ସର୍ବୋତ୍କୃଷ୍ଟ ଭାବରେ ବ୍ୟବହାର କର” (ଦେଖ: [[rc://*/ta/man/translate/figs-metaphor]])
# because the days are evil
“କାଳ” ଶବ୍ଦଟି ଗୋଟିଏ ରୂପକ ଏବଂ ଲୋକମାନେ ସେହି ଦିନଗୁଡିକରେ କଣ କରନ୍ତି ତାହାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭମାନଙ୍କ ଚାରିପାଖେଥିବା ଲୋକମାନେ ନାନା ପ୍ରକାର ମନ୍ଦ କାର୍ଯ୍ୟ କରୁଛନ୍ତି” (ଦେଖ: [[rc://*/ta/man/translate/figs-metonymy]])