4 lines
773 B
Markdown
4 lines
773 B
Markdown
# Look carefully how you live—not as unwise but as wise
|
|
|
|
ଅଜ୍ଞାନ ଲୋକମାନେ ପାପ ବିରୁଦ୍ଧରେ ଆପଣା ଆପଣାକୁ ସୁରକ୍ଷା କରନ୍ତି ନାହିଁ I କିନ୍ତୁ ଜ୍ଞାନୀ ଲୋକମାନେ ପାପକୁ ଚିହ୍ନି ତାଠାରୁ ପଳାୟନ କରନ୍ତି I ବିକଳ୍ପ ଅନୁବାଦ: “ସେଥିପାଇଁ ତୁମ୍ଭେମାନେ ଜଣେ ମୂର୍ଖ ଲୋକ ନ ହୋଇ ଜଣେ ଜ୍ଞାନୀ ଲୋକଭାବରେ ଜୀବନ ଯାପନ କରିବାକୁ ସାବଧାନ ହୁଅ” (ଦେଖ: [[rc://*/ta/man/translate/figs-doublenegatives]] ଓ [[rc://*/ta/man/translate/figs-parallelism]])
|