or_tn/eph/05/15.md

773 B

Look carefully how you live—not as unwise but as wise

ଅଜ୍ଞାନ ଲୋକମାନେ ପାପ ବିରୁଦ୍ଧରେ ଆପଣା ଆପଣାକୁ ସୁରକ୍ଷା କରନ୍ତି ନାହିଁ I କିନ୍ତୁ ଜ୍ଞାନୀ ଲୋକମାନେ ପାପକୁ ଚିହ୍ନି ତାଠାରୁ ପଳାୟନ କରନ୍ତି I ବିକଳ୍ପ ଅନୁବାଦ: “ସେଥିପାଇଁ ତୁମ୍ଭେମାନେ ଜଣେ ମୂର୍ଖ ଲୋକ ନ ହୋଇ ଜଣେ ଜ୍ଞାନୀ ଲୋକଭାବରେ ଜୀବନ ଯାପନ କରିବାକୁ ସାବଧାନ ହୁଅ” (ଦେଖ: [[rc:///ta/man/translate/figs-doublenegatives]] ଓ [[rc:///ta/man/translate/figs-parallelism]])