or_tn/eph/05/02.md

672 B

walk in love

ଜୀବନ ଯାପନ କରିବା ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣଭାବରେ ଆଚରଣ କରିବା ବୋଲି କୁହାଯାଏ I ବିକଳ୍ପ ଅନୁବାଦ: “ଏକ ପ୍ରେମର ଜୀବନ ଯାପନ କର” କିମ୍ବା “ସର୍ବଦା ପରସ୍ପରକୁ ପ୍ରେମ କର” (ଦେଖ: rc://*/ta/man/translate/figs-metaphor)

a fragrant offering and sacrifice to God

ଈଶ୍ବରଙ୍କ ନିମନ୍ତେ ଏକ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ବରୂପେ