or_tn/eph/05/02.md

8 lines
672 B
Markdown
Raw Permalink Normal View History

2020-11-19 00:15:53 +00:00
# walk in love
ଜୀବନ ଯାପନ କରିବା ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣଭାବରେ ଆଚରଣ କରିବା ବୋଲି କୁହାଯାଏ I ବିକଳ୍ପ ଅନୁବାଦ: “ଏକ ପ୍ରେମର ଜୀବନ ଯାପନ କର” କିମ୍ବା “ସର୍ବଦା ପରସ୍ପରକୁ ପ୍ରେମ କର” (ଦେଖ: [[rc://*/ta/man/translate/figs-metaphor]])
# a fragrant offering and sacrifice to God
ଈଶ୍ବରଙ୍କ ନିମନ୍ତେ ଏକ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ବରୂପେ