or_tn/eph/05/01.md

1.6 KiB

Connecting Statement:

ପାଉଲ ବିଶ୍ବାସୀମାନଙ୍କୁ କହିଚାଲିଛନ୍ତି ଯେ ସେମାନେ ଈଶ୍ବରଙ୍କ ସନ୍ତାନଭାବରେ କିପରି ଜୀବନ ଯାପନ କରିବା ଉଚିତ ବା କରିବା ଉଚିତ ନୁହଁ I

Therefore be imitators of God

ଅତଏବ ଈଶ୍ବର ଯାହା କରନ୍ତି, ତୁମ୍ଭେମାନେ ତାହା କରିବା ଉଚିତ I ‘ଅତଏବ’ ଏଫିସୀୟ ୪:୩୨କୁ ଉଲ୍ଲେଖ କରେ, ଯାହା କହେ ଯେ ବିଶ୍ବାସୀମାନେ କାହିଁକି ଈଶ୍ବରଙ୍କର ଅନୁକାରୀ ହେବା ଉଚିତ, କାରଣ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ କ୍ଷମା କଲେ I

as dearly loved children

ଆମ୍ଭେମାନେ ତାହାଙ୍କର ସନ୍ତାନ ହୋଇଥିବାରୁ ଈଶ୍ବର ଚାହାନ୍ତି ଯେ ଆମ୍ଭେମାନେ ତାହାଙ୍କର ଅନୁକରଣ ବା ଅନୁଗମନ କରୁ I ବିକଳ୍ପ ଅନୁବାଦ: “ପ୍ରିୟ ଆଦରଣୀୟ ପିଲାମାନେ ଯେପରି ସେମାନଙ୍କ ପିତାମାନଙ୍କର ଅନୁକରଣ କରନ୍ତି” କିମ୍ବା “ଯେହେତୁ ତୁମ୍ଭେମାନେ ତାହାଙ୍କର ସନ୍ତାନ ଓ ସେ ଅତି ଆଦରରେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି” (ଦେଖ: rc://*/ta/man/translate/figs-simile)