or_tn/eph/05/01.md

12 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ବିଶ୍ବାସୀମାନଙ୍କୁ କହିଚାଲିଛନ୍ତି ଯେ ସେମାନେ ଈଶ୍ବରଙ୍କ ସନ୍ତାନଭାବରେ କିପରି ଜୀବନ ଯାପନ କରିବା ଉଚିତ ବା କରିବା ଉଚିତ ନୁହଁ I
# Therefore be imitators of God
ଅତଏବ ଈଶ୍ବର ଯାହା କରନ୍ତି, ତୁମ୍ଭେମାନେ ତାହା କରିବା ଉଚିତ I ‘ଅତଏବ’ [ଏଫିସୀୟ ୪:୩୨](../04/32.md)କୁ ଉଲ୍ଲେଖ କରେ, ଯାହା କହେ ଯେ ବିଶ୍ବାସୀମାନେ କାହିଁକି ଈଶ୍ବରଙ୍କର ଅନୁକାରୀ ହେବା ଉଚିତ, କାରଣ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ କ୍ଷମା କଲେ I
# as dearly loved children
ଆମ୍ଭେମାନେ ତାହାଙ୍କର ସନ୍ତାନ ହୋଇଥିବାରୁ ଈଶ୍ବର ଚାହାନ୍ତି ଯେ ଆମ୍ଭେମାନେ ତାହାଙ୍କର ଅନୁକରଣ ବା ଅନୁଗମନ କରୁ I ବିକଳ୍ପ ଅନୁବାଦ: “ପ୍ରିୟ ଆଦରଣୀୟ ପିଲାମାନେ ଯେପରି ସେମାନଙ୍କ ପିତାମାନଙ୍କର ଅନୁକରଣ କରନ୍ତି” କିମ୍ବା “ଯେହେତୁ ତୁମ୍ଭେମାନେ ତାହାଙ୍କର ସନ୍ତାନ ଓ ସେ ଅତି ଆଦରରେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି” (ଦେଖ: [[rc://*/ta/man/translate/figs-simile]])