12 lines
987 B
Markdown
12 lines
987 B
Markdown
# Connecting Statement:
|
|
|
|
ବିଶ୍ବାସୀମାନେ କଅଣ କରିବା ଉଚିତ ନୁହଁ ଓ କଅଣ କରିବା ଆବଶ୍ୟକ, ତାହା କହି ପାଉଲ ଆପଣା ଶିକ୍ଷା ଶେଷ କରୁଛନ୍ତି I
|
|
|
|
# Put away all bitterness, rage, anger
|
|
|
|
ଏଠାରେ “ଦୂର କର” ବାକ୍ୟାଂଶଟି କେତେକ ନିର୍ଦ୍ଦିଷ୍ଟ ମନୋଭାବକୁ ବା ଆଚରଣକୁ ନ ଧରିରଖିବା ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ଏହିସବୁ ବିଷୟକୁ, ଅର୍ଥାତ୍ କଟୁଭାବ, ରାଗ, କ୍ରୋଧ ଇତ୍ୟାଦିକୁ ତୁମ୍ଭେମାନେ ତୁମ୍ଭମାନଙ୍କ ଜୀବନର ଅଂଶ ଆଦୌ କରିବା ଉଚିତ ନୁହଁ” (ଦେଖ: [[rc://*/ta/man/translate/figs-metaphor]])
|
|
|
|
# rage
|
|
|
|
ଅତି କ୍ରୋଧ
|