or_tn/eph/04/31.md

987 B

Connecting Statement:

ବିଶ୍ବାସୀମାନେ କଅଣ କରିବା ଉଚିତ ନୁହଁ ଓ କଅଣ କରିବା ଆବଶ୍ୟକ, ତାହା କହି ପାଉଲ ଆପଣା ଶିକ୍ଷା ଶେଷ କରୁଛନ୍ତି I

Put away all bitterness, rage, anger

ଏଠାରେ “ଦୂର କର” ବାକ୍ୟାଂଶଟି କେତେକ ନିର୍ଦ୍ଦିଷ୍ଟ ମନୋଭାବକୁ ବା ଆଚରଣକୁ ନ ଧରିରଖିବା ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ଏହିସବୁ ବିଷୟକୁ, ଅର୍ଥାତ୍ କଟୁଭାବ, ରାଗ, କ୍ରୋଧ ଇତ୍ୟାଦିକୁ ତୁମ୍ଭେମାନେ ତୁମ୍ଭମାନଙ୍କ ଜୀବନର ଅଂଶ ଆଦୌ କରିବା ଉଚିତ ନୁହଁ” (ଦେଖ: rc://*/ta/man/translate/figs-metaphor)

rage

ଅତି କ୍ରୋଧ