or_tn/eph/04/17.md

12 lines
1.1 KiB
Markdown

# Connecting Statement:
ପାଉଲ ସେମାନଙ୍କୁ କହୁଛନ୍ତି ଯେ ସେମାନେ ବର୍ତ୍ତମାନ କଅଣ ସବୁ କରିବା ଉଚିତ ନୁହଁ, କାରଣ ସେମାନେ ଈଶ୍ବରଙ୍କ ପବିତ୍ର ଆତ୍ମାଙ୍କ ଦ୍ବାରା ମୁଦ୍ରାଙ୍କିତ ହୋଇଛନ୍ତି I
# Therefore, I say and insist on this in the Lord
ମୁଁ ଯାହା ଏବେ କହିଅଛି, ସେଥିସକାଶୁ ମୁଁ ତୁମ୍ଭମାନଙ୍କୁ ଦୃଢ଼ଭାବରେ ଉତ୍ସାହିତ କରିବାପାଇଁ ଆଉ କିଛି ଅଧିକ କହିବି, କାରଣ ଆମ୍ଭେମାନେ ସମସ୍ତେ ପ୍ରଭୁଙ୍କର ଅଟୁ I
# that you must no longer live as the Gentiles live, in the futility of their minds
ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଜୀବନ କାଟନ୍ତି, ତୁମ୍ଭେମାନେ ସେପରି କର ନାହିଁ