# Connecting Statement: ପାଉଲ ସେମାନଙ୍କୁ କହୁଛନ୍ତି ଯେ ସେମାନେ ବର୍ତ୍ତମାନ କଅଣ ସବୁ କରିବା ଉଚିତ ନୁହଁ, କାରଣ ସେମାନେ ଈଶ୍ବରଙ୍କ ପବିତ୍ର ଆତ୍ମାଙ୍କ ଦ୍ବାରା ମୁଦ୍ରାଙ୍କିତ ହୋଇଛନ୍ତି I # Therefore, I say and insist on this in the Lord ମୁଁ ଯାହା ଏବେ କହିଅଛି, ସେଥିସକାଶୁ ମୁଁ ତୁମ୍ଭମାନଙ୍କୁ ଦୃଢ଼ଭାବରେ ଉତ୍ସାହିତ କରିବାପାଇଁ ଆଉ କିଛି ଅଧିକ କହିବି, କାରଣ ଆମ୍ଭେମାନେ ସମସ୍ତେ ପ୍ରଭୁଙ୍କର ଅଟୁ I # that you must no longer live as the Gentiles live, in the futility of their minds ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଜୀବନ କାଟନ୍ତି, ତୁମ୍ଭେମାନେ ସେପରି କର ନାହିଁ