or_tn/eph/04/15.md

841 B

into him who is the head

ପାଉଲ ମନୁଷ୍ୟର ଶରୀରକୁ ପ୍ରତିଛବିଭାବରେ ବ୍ୟବହାରକରି ବର୍ଣ୍ଣନା କରୁଛନ୍ତି ଯେ ଗୋଟିଏ ଶରୀରର ମସ୍ତକ ଯେପରି ସୁସ୍ଥସବଳ ଭାବରେ ବଢ଼ିବାପାଇଁ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କାର୍ଯ୍ୟ କରାଏ, ଖ୍ରୀଷ୍ଟ ସେପରି ବିଶ୍ବାସୀମାନଙ୍କୁ ଶୃଂଖଳିତଭାବରେ କାର୍ଯ୍ୟ କରିବାକୁ ଦିଅନ୍ତି I (ଦେଖ: rc://*/ta/man/translate/figs-metaphor)

in love

ଯେପରି ଅଙ୍ଗପ୍ରତ୍ୟଙ୍ଗସବୁ ପରସ୍ପରକୁ ପ୍ରେମ କରନ୍ତି