8 lines
841 B
Markdown
8 lines
841 B
Markdown
|
# into him who is the head
|
||
|
|
||
|
ପାଉଲ ମନୁଷ୍ୟର ଶରୀରକୁ ପ୍ରତିଛବିଭାବରେ ବ୍ୟବହାରକରି ବର୍ଣ୍ଣନା କରୁଛନ୍ତି ଯେ ଗୋଟିଏ ଶରୀରର ମସ୍ତକ ଯେପରି ସୁସ୍ଥସବଳ ଭାବରେ ବଢ଼ିବାପାଇଁ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କାର୍ଯ୍ୟ କରାଏ, ଖ୍ରୀଷ୍ଟ ସେପରି ବିଶ୍ବାସୀମାନଙ୍କୁ ଶୃଂଖଳିତଭାବରେ କାର୍ଯ୍ୟ କରିବାକୁ ଦିଅନ୍ତି I (ଦେଖ: [[rc://*/ta/man/translate/figs-metaphor]])
|
||
|
|
||
|
# in love
|
||
|
|
||
|
ଯେପରି ଅଙ୍ଗପ୍ରତ୍ୟଙ୍ଗସବୁ ପରସ୍ପରକୁ ପ୍ରେମ କରନ୍ତି
|