or_tn/eph/03/20.md

1.1 KiB

General Information:

ଏହି ପୁସ୍ତକରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ପାଉଲ ଓ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଇବା ଜାରିରଖିଛି I (ଦେଖ: rc://*/ta/man/translate/figs-inclusive)

Connecting Statement:

ପାଉଲ ଗୋଟିଏ ଆଶୀର୍ବାଦ ସହିତ ଆପଣା ପ୍ରାର୍ଥନା ଶେଷ କରୁଛନ୍ତି I

Now to him who

ବର୍ତ୍ତମାନ ଈଶ୍ବରଙ୍କୁ, ଯେ କି

to do far beyond all that we ask or think

ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିବାକୁ କିମ୍ବା “ଆମ୍ଭେମାନେ ତାହାଙ୍କ ନିକଟରେ ମାଗିବା ବା ଭାବିବାଠାରୁ ଅଧିକ ପ୍ରଚୁରଭାବରେ ସାଧନ କରିବାକୁ ସମର୍ଥ”