# General Information: ଏହି ପୁସ୍ତକରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ପାଉଲ ଓ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଇବା ଜାରିରଖିଛି I (ଦେଖ: [[rc://*/ta/man/translate/figs-inclusive]]) # Connecting Statement: ପାଉଲ ଗୋଟିଏ ଆଶୀର୍ବାଦ ସହିତ ଆପଣା ପ୍ରାର୍ଥନା ଶେଷ କରୁଛନ୍ତି I # Now to him who ବର୍ତ୍ତମାନ ଈଶ୍ବରଙ୍କୁ, ଯେ କି # to do far beyond all that we ask or think ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିବାକୁ କିମ୍ବା “ଆମ୍ଭେମାନେ ତାହାଙ୍କ ନିକଟରେ ମାଗିବା ବା ଭାବିବାଠାରୁ ଅଧିକ ପ୍ରଚୁରଭାବରେ ସାଧନ କରିବାକୁ ସମର୍ଥ”