or_tn/eph/03/19.md

1.2 KiB

that you may know the love of Christ

ଏହା ପାଉଲଙ୍କ ପ୍ରାର୍ଥନାର ଦ୍ବିତୀୟ ବିଷୟ ଯାହା ଏଫିସୀୟମାନେ କରିବାକୁ ସମର୍ଥ ହେବେ ବୋଲି ସେ କହୁଛନ୍ତି; ପ୍ରଥମଟି ହେଉଛି ଯେ ସେମାନେ “ବୁଝିବେ I” ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିପାରିବ ଯେ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ପ୍ରେମ କେତେ ମହାନ୍”

that you may be filled with all the fullness of God

ଏହା ତୃତୀୟ ବିଷୟ, ଯେଉଁଥିପାଇଁ ପାଉଲ ଜାନୁ ପାତି ପ୍ରାର୍ଥନା କରୁଛନ୍ତି (ଏଫିସୀୟ ୩:୧୪)I ପ୍ରଥମଟି ହେଉଛି ଯେ ସେମାନେ “ବଳବାନ୍ ହେବେ” (ଏଫିସୀୟ ୩:୧୬), ଓ ଦ୍ବିତୀୟଟି ହେଉଛି ଯେ ସେମାନେ “ବୁଝିପାରିବେ” (ଏଫିସୀୟ ୩:୧୮)I