# that you may know the love of Christ ଏହା ପାଉଲଙ୍କ ପ୍ରାର୍ଥନାର ଦ୍ବିତୀୟ ବିଷୟ ଯାହା ଏଫିସୀୟମାନେ କରିବାକୁ ସମର୍ଥ ହେବେ ବୋଲି ସେ କହୁଛନ୍ତି; ପ୍ରଥମଟି ହେଉଛି ଯେ ସେମାନେ “ବୁଝିବେ I” ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିପାରିବ ଯେ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ପ୍ରେମ କେତେ ମହାନ୍” # that you may be filled with all the fullness of God ଏହା ତୃତୀୟ ବିଷୟ, ଯେଉଁଥିପାଇଁ ପାଉଲ ଜାନୁ ପାତି ପ୍ରାର୍ଥନା କରୁଛନ୍ତି ([ଏଫିସୀୟ ୩:୧୪](../03/14.md))I ପ୍ରଥମଟି ହେଉଛି ଯେ ସେମାନେ “ବଳବାନ୍ ହେବେ” ([ଏଫିସୀୟ ୩:୧୬](../03/16.md)), ଓ ଦ୍ବିତୀୟଟି ହେଉଛି ଯେ ସେମାନେ “ବୁଝିପାରିବେ” ([ଏଫିସୀୟ ୩:୧୮](../03/18.md))I