or_tn/eph/03/10.md

1.3 KiB

the rulers and authorities in the heavenly places would come to know the many-sided nature of the wisdom of God

ମଣ୍ଡଳୀ ଦ୍ବାରା ଈଶ୍ବର ତାହାଙ୍କର ମହାଜ୍ଞାନକୁ ସ୍ବର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଇବେ

rulers and authorities

ଏହି ଶବ୍ଦଗୁଡିକ ସମାନ ଅର୍ଥ ପ୍ରକାଶ କରନ୍ତି I ସମସ୍ତ ଆତ୍ମିକ ପ୍ରାଣୀ ଈଶ୍ବରଙ୍କ ଜ୍ଞାନକୁ ଜାଣିବେ ବୋଲି ଗୁରୁତ୍ବ ଦେବାକୁ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/figs-doublet)

in the heavenly places

ଅଲୌକିକ ଜଗତରେ I “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ରହୁଥିବା ସ୍ଥାନକୁ ବୁଝାଏ I ଏଫିସୀୟ ୧:୩ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

the many-sided nature of the wisdom of God

ଈଶ୍ବରଙ୍କ ବହୁବିଧ ଜ୍ଞାନ (ଦେଖ: rc://*/ta/man/translate/figs-metaphor)