or_tn/eph/01/03.md

2.7 KiB
Raw Permalink Blame History

General Information:

ଏହି ପୁସ୍ତକରେ, ଅନ୍ୟପ୍ରକରେ କୁହାଯାଇ ନ ଥିବା ସ୍ଥଳେ, “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ପାଉଲଙ୍କୁ, ଏଫିସର ବିଶ୍ବାସୀମାନଙ୍କୁ, ତଥା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ, (ଦେଖ: rc://*/ta/man/translate/figs-inclusive)

Connecting Statement:

ପାଉଲ ଈଶ୍ବରଙ୍କ ସମ୍ମୁଖରେ ବିଶ୍ବାସୀମାନଙ୍କର ସ୍ଥିତି ଓ ସୁରକ୍ଷା ସମ୍ବନ୍ଧରେ କଥା କହି ଆପଣାର ପତ୍ର ଆରମ୍ଭ କରୁଛନ୍ତି I

May the God and Father of our Lord Jesus Christ be praised

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆସୁ, ଆମ୍ଭେମାନେ ଈଶ୍ବରଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତାଙ୍କର ପ୍ରଶଂସା କରୁ” (ଦେଖ: rc://*/ta/man/translate/figs-activepassive)

who has blessed us

କାରଣ ଈଶ୍ବର ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି

every spiritual blessing

ସମସ୍ତ ଆଶୀର୍ବାଦ ଈଶ୍ବରଙ୍କ ଆତ୍ମାଙ୍କଠାରୁ ଆସୁଅଛି

in the heavenly places

ଅଲୌକିକ ଜଗତରେ I “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ଥିବା ସ୍ଥାନକୁ ବୁଝାଏ I

in Christ

ସମ୍ଭାବିତ ଅର୍ଥାଗୁଡିକ ହେଲା ୧) “ଖ୍ରୀଷ୍ଟଙ୍କଠାରେ” ବାକ୍ୟାଂଶଟି ଖ୍ରୀଷ୍ଟ କରିଥିବା କାର୍ଯ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଦେଇ” କିମ୍ବା “ଖ୍ରୀଷ୍ଟ କରିଥିବା କାର୍ଯ୍ୟଦେଇ” କିମ୍ବା ) “ଖ୍ରୀଷ୍ଟଙ୍କଠାରେ” ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର ନିବିଡ଼ ସମ୍ପର୍କକୁ ବୁଝାଉଥିବା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କୁ ସଂଯୁକ୍ତକରି: କିମ୍ବା “ଯେହେତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛୁ” (ଦେଖ: rc://*/ta/man/translate/figs-metaphor)