or_tn/eph/01/03.md

28 lines
2.7 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏହି ପୁସ୍ତକରେ, ଅନ୍ୟପ୍ରକରେ କୁହାଯାଇ ନ ଥିବା ସ୍ଥଳେ, “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ପାଉଲଙ୍କୁ, ଏଫିସର ବିଶ୍ବାସୀମାନଙ୍କୁ, ତଥା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ, (ଦେଖ: [[rc://*/ta/man/translate/figs-inclusive]])
# Connecting Statement:
ପାଉଲ ଈଶ୍ବରଙ୍କ ସମ୍ମୁଖରେ ବିଶ୍ବାସୀମାନଙ୍କର ସ୍ଥିତି ଓ ସୁରକ୍ଷା ସମ୍ବନ୍ଧରେ କଥା କହି ଆପଣାର ପତ୍ର ଆରମ୍ଭ କରୁଛନ୍ତି I
# May the God and Father of our Lord Jesus Christ be praised
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆସୁ, ଆମ୍ଭେମାନେ ଈଶ୍ବରଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତାଙ୍କର ପ୍ରଶଂସା କରୁ” (ଦେଖ: [[rc://*/ta/man/translate/figs-activepassive]])
# who has blessed us
କାରଣ ଈଶ୍ବର ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି
# every spiritual blessing
ସମସ୍ତ ଆଶୀର୍ବାଦ ଈଶ୍ବରଙ୍କ ଆତ୍ମାଙ୍କଠାରୁ ଆସୁଅଛି
# in the heavenly places
ଅଲୌକିକ ଜଗତରେ I “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ଥିବା ସ୍ଥାନକୁ ବୁଝାଏ I
# in Christ
ସମ୍ଭାବିତ ଅର୍ଥାଗୁଡିକ ହେଲା ୧) “ଖ୍ରୀଷ୍ଟଙ୍କଠାରେ” ବାକ୍ୟାଂଶଟି ଖ୍ରୀଷ୍ଟ କରିଥିବା କାର୍ଯ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଦେଇ” କିମ୍ବା “ଖ୍ରୀଷ୍ଟ କରିଥିବା କାର୍ଯ୍ୟଦେଇ” କିମ୍ବା ) “ଖ୍ରୀଷ୍ଟଙ୍କଠାରେ” ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର ନିବିଡ଼ ସମ୍ପର୍କକୁ ବୁଝାଉଥିବା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କୁ ସଂଯୁକ୍ତକରି: କିମ୍ବା “ଯେହେତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛୁ” (ଦେଖ: [[rc://*/ta/man/translate/figs-metaphor]])