or_tn/eph/03/01.md

827 B

Connecting Statement:

ବିଶ୍ବାସୀମାନଙ୍କୁ ମଣ୍ଡଳୀ ବିଷୟକ ନିଗୂଢ ତତ୍ତ୍ବକୁ ସ୍ପଷ୍ଟ କରିବାପାଇଁ, ପାଉଲ ଯିହୂଦୀ ଓ ବିଜାତିମାନଙ୍କର ଏକତାକୁ ଓ ବିଶ୍ବାସୀମାନେ ବର୍ତ୍ତମାନ ମନ୍ଦିରର ଗୋଟିଏ ଅଂଶ ସ୍ବରୂପ ହୋଇଥିବା ବିଷୟକୁ ପୁନର୍ବାର ଉଲ୍ଲେଖ କରୁଛନ୍ତି I

Because of this

ତୁମ୍ଭମାନଙ୍କ ପ୍ରତି ଈଶ୍ବରଙ୍କ ଅନୁଗ୍ରହ ସକାଶୁ

the prisoner of Christ Jesus

ଯାହାଙ୍କୁ ଖ୍ରୀଷ୍ଟ ଯୀଶୁ ବନ୍ଦୀ ହେବାକୁ ଦେଇଅଛନ୍ତି