# Connecting Statement: ବିଶ୍ବାସୀମାନଙ୍କୁ ମଣ୍ଡଳୀ ବିଷୟକ ନିଗୂଢ ତତ୍ତ୍ବକୁ ସ୍ପଷ୍ଟ କରିବାପାଇଁ, ପାଉଲ ଯିହୂଦୀ ଓ ବିଜାତିମାନଙ୍କର ଏକତାକୁ ଓ ବିଶ୍ବାସୀମାନେ ବର୍ତ୍ତମାନ ମନ୍ଦିରର ଗୋଟିଏ ଅଂଶ ସ୍ବରୂପ ହୋଇଥିବା ବିଷୟକୁ ପୁନର୍ବାର ଉଲ୍ଲେଖ କରୁଛନ୍ତି I # Because of this ତୁମ୍ଭମାନଙ୍କ ପ୍ରତି ଈଶ୍ବରଙ୍କ ଅନୁଗ୍ରହ ସକାଶୁ # the prisoner of Christ Jesus ଯାହାଙ୍କୁ ଖ୍ରୀଷ୍ଟ ଯୀଶୁ ବନ୍ଦୀ ହେବାକୁ ଦେଇଅଛନ୍ତି