8 lines
864 B
Markdown
8 lines
864 B
Markdown
# You have been built on the foundation
|
|
|
|
ପାଉଲ ଈଶ୍ବରଙ୍କ ଲୋକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ଗୃହ ଅଟନ୍ତି I ଖ୍ରୀଷ୍ଟ କୋଣର ପ୍ରଧାନ ପ୍ରସ୍ତର, ପ୍ରେରିତମାନେ ଭିତ୍ତିମୂଳ ଓ ବିଶ୍ବାସୀମାନେ ଢାଞ୍ଚା ଅଟନ୍ତି I (ଦେଖ: [[rc://*/ta/man/translate/figs-metaphor]])
|
|
|
|
# You have been built
|
|
|
|
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
|