or_tn/eph/02/20.md

864 B

You have been built on the foundation

ପାଉଲ ଈଶ୍ବରଙ୍କ ଲୋକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ଗୃହ ଅଟନ୍ତି I ଖ୍ରୀଷ୍ଟ କୋଣର ପ୍ରଧାନ ପ୍ରସ୍ତର, ପ୍ରେରିତମାନେ ଭିତ୍ତିମୂଳ ଓ ବିଶ୍ବାସୀମାନେ ଢାଞ୍ଚା ଅଟନ୍ତି I (ଦେଖ: rc://*/ta/man/translate/figs-metaphor)

You have been built

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)