8 lines
746 B
Markdown
8 lines
746 B
Markdown
# For through Jesus we both have access
|
|
|
|
ଏଠାରେ “ଆମ୍ଭେମାନେ ଉଭୟ” ପାଉଲ, ବିଶ୍ବାସ କରୁଥିବା ଯିହୂଦୀ ଓ ବିଶ୍ବାସ କରୁଥିବା ଅଣ-ଯିହୂଦୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])
|
|
|
|
# in one Spirit
|
|
|
|
ସେହି ସମାନ ପବିତ୍ର ଆତ୍ମାଙ୍କ ଦ୍ବାରା ପିତା ଈଶ୍ବରଙ୍କ ଉପସ୍ଥିତିରେ ପ୍ରବେଶ କରିବାକୁ ସମସ୍ତ ବିଶ୍ବାସୀମାନଙ୍କୁ, ଉଭୟ ଯିହୂଦୀ ଓ ବିଜାତିମାନଙ୍କୁ ଅଧିକାର ଦିଆଯାଇଛି I
|