or_tn/eph/02/18.md

746 B

For through Jesus we both have access

ଏଠାରେ “ଆମ୍ଭେମାନେ ଉଭୟ” ପାଉଲ, ବିଶ୍ବାସ କରୁଥିବା ଯିହୂଦୀ ଓ ବିଶ୍ବାସ କରୁଥିବା ଅଣ-ଯିହୂଦୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

in one Spirit

ସେହି ସମାନ ପବିତ୍ର ଆତ୍ମାଙ୍କ ଦ୍ବାରା ପିତା ଈଶ୍ବରଙ୍କ ଉପସ୍ଥିତିରେ ପ୍ରବେଶ କରିବାକୁ ସମସ୍ତ ବିଶ୍ବାସୀମାନଙ୍କୁ, ଉଭୟ ଯିହୂଦୀ ଓ ବିଜାତିମାନଙ୍କୁ ଅଧିକାର ଦିଆଯାଇଛି I