or_tn/eph/02/16.md

1.5 KiB

Christ reconciles both peoples

ଖ୍ରୀଷ୍ଟ ଯିହୂଦୀ ଓ ବିଜାତିମାନଙ୍କୁ ଶାନ୍ତିରେ ଏକତା ମଧ୍ୟକୁ ଆଣନ୍ତି

through the cross

ଏଠାରେ କ୍ରୁଶ, କ୍ରୁଶ ଉପରେ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ଖ୍ରୀଷ୍ଟଙ୍କର ମୃତ୍ୟୁ ସକାଶୁ” (ଦେଖ: rc://*/ta/man/translate/figs-metonymy)

putting to death the hostility

ସେମାନଙ୍କର ଶତ୍ରୁତାକୁ ବିନାଶ କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେ ସେମାନଙ୍କର ଶତ୍ରୁତାକୁ ବଧ କଲେ I କ୍ରୁଶରେ ମୃତ୍ୟୁଭୋଗ କରିବା ଦ୍ବାରା ଯୀଶୁ ଯିହୂଦୀ ଓ ବିଜାତିମାନଙ୍କ ମଧ୍ୟରେ ଥିବା ପାରସ୍ପାରିକ ଶତ୍ରୁତାକୁ ହଟାଇଦେଲେ I ବର୍ତ୍ତମାନ ଉଭୟ ଗୋଷ୍ଠୀ ଆଉ ମୋଶାଙ୍କର ବ୍ୟବସ୍ଥା ଅନୁସାରେ ଜୀବନ ଯାପନ କରିବା ଆବଶ୍ୟକ ନାହିଁ I ବିକଳ୍ପ ଅନୁବାଦ: “ସେମାନଙ୍କର ପରସ୍ପରକୁ ଘୃଣା କରିବା ବିଷୟକୁ ବନ୍ଦକରି” (ଦେଖ: rc://*/ta/man/translate/figs-metaphor)