# Christ reconciles both peoples ଖ୍ରୀଷ୍ଟ ଯିହୂଦୀ ଓ ବିଜାତିମାନଙ୍କୁ ଶାନ୍ତିରେ ଏକତା ମଧ୍ୟକୁ ଆଣନ୍ତି # through the cross ଏଠାରେ କ୍ରୁଶ, କ୍ରୁଶ ଉପରେ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ଖ୍ରୀଷ୍ଟଙ୍କର ମୃତ୍ୟୁ ସକାଶୁ” (ଦେଖ: [[rc://*/ta/man/translate/figs-metonymy]]) # putting to death the hostility ସେମାନଙ୍କର ଶତ୍ରୁତାକୁ ବିନାଶ କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେ ସେମାନଙ୍କର ଶତ୍ରୁତାକୁ ବଧ କଲେ I କ୍ରୁଶରେ ମୃତ୍ୟୁଭୋଗ କରିବା ଦ୍ବାରା ଯୀଶୁ ଯିହୂଦୀ ଓ ବିଜାତିମାନଙ୍କ ମଧ୍ୟରେ ଥିବା ପାରସ୍ପାରିକ ଶତ୍ରୁତାକୁ ହଟାଇଦେଲେ I ବର୍ତ୍ତମାନ ଉଭୟ ଗୋଷ୍ଠୀ ଆଉ ମୋଶାଙ୍କର ବ୍ୟବସ୍ଥା ଅନୁସାରେ ଜୀବନ ଯାପନ କରିବା ଆବଶ୍ୟକ ନାହିଁ I ବିକଳ୍ପ ଅନୁବାଦ: “ସେମାନଙ୍କର ପରସ୍ପରକୁ ଘୃଣା କରିବା ବିଷୟକୁ ବନ୍ଦକରି” (ଦେଖ: [[rc://*/ta/man/translate/figs-metaphor]])