or_tn/eph/02/11.md

2.3 KiB
Raw Permalink Blame History

Connecting Statement:

ପାଉଲ ଏହି ବିଶ୍ବାସୀମାନଙ୍କୁ ସ୍ମରଣ କରାଉଛନ୍ତି ଯେ ଖ୍ରୀଷ୍ଟ ଓ ତାହାଙ୍କର କ୍ରୁଶ ଦ୍ବାରା ଈଶ୍ବର ବିଜାତି ଓ ଯିହୂଦୀମାନଙ୍କୁ ଏକ ଶରୀର କରିଅଛନ୍ତି I

Gentiles in the flesh

ଏହା ଯିହୂଦୀଭାବରେ ଜନ୍ମ ହୋଇ ନ ଥିବା ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-metaphor)

uncircumcision

ଅଣଯିହୂଦୀ ଲୋକମାନେ ଶିଶୁ ଅବସ୍ଥାରେ ସୁନ୍ନତ ହେଉ ନ ଥିଲେ ଓ ସେଥିପାଇଁ ଯିହୂଦୀମାନେ ସେମାନଙ୍କୁ ଈଶ୍ବରଙ୍କ ବ୍ୟବସ୍ଥା ପାଳନ ନ କରିବା ଲୋକମାନେ ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଅସୁନ୍ନତ ବିଜାତି” (ଦେଖ: rc://*/ta/man/translate/figs-metonymy)

circumcision

ଏହା ଯିହୂଦୀମାନଙ୍କ ନିମନ୍ତେ ଆଉ ଗୋଟିଏ ନାମ, କାରଣ ସବୁ ପୁରୁଷ ଶିଶୁମାନେ ସୁନ୍ନତ ହେଉଥିଲେ I ବିକଳ୍ପ ଅନୁବାଦ: “ସୁନ୍ନତ ଲୋକମାନେ” (ଦେଖ: rc://*/ta/man/translate/figs-metonymy)

what is called the ""circumcision"" in the flesh made by human hands

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯିହୂଦୀମାନେ. ଯେଉଁମାନେ ମନୁଷ୍ୟମାନଙ୍କ ଦ୍ବାରା ସୁନ୍ନତ ହେଉଥିଲେ” କିମ୍ବା ) “ଯିହୂଦୀମାନେ, ଯେଉଁମାନେ ପାର୍ଥିବ ଶରୀରକୁ ସୁନ୍ନତ କରୁଥିଲେ I”

by what is called

ଏହାକୁ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ବୋଲି ଲୋକମାନେ ଡାକନ୍ତି” କିମ୍ବା “ଯାହାଙ୍କର ବୋଲି ଲୋକମାନେ ଡାକନ୍ତି” (ଦେଖ: rc://*/ta/man/translate/figs-activepassive)