2.3 KiB
Connecting Statement:
ପାଉଲ ଏହି ବିଶ୍ବାସୀମାନଙ୍କୁ ସ୍ମରଣ କରାଉଛନ୍ତି ଯେ ଖ୍ରୀଷ୍ଟ ଓ ତାହାଙ୍କର କ୍ରୁଶ ଦ୍ବାରା ଈଶ୍ବର ବିଜାତି ଓ ଯିହୂଦୀମାନଙ୍କୁ ଏକ ଶରୀର କରିଅଛନ୍ତି I
Gentiles in the flesh
ଏହା ଯିହୂଦୀଭାବରେ ଜନ୍ମ ହୋଇ ନ ଥିବା ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-metaphor)
uncircumcision
ଅଣଯିହୂଦୀ ଲୋକମାନେ ଶିଶୁ ଅବସ୍ଥାରେ ସୁନ୍ନତ ହେଉ ନ ଥିଲେ ଓ ସେଥିପାଇଁ ଯିହୂଦୀମାନେ ସେମାନଙ୍କୁ ଈଶ୍ବରଙ୍କ ବ୍ୟବସ୍ଥା ପାଳନ ନ କରିବା ଲୋକମାନେ ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଅସୁନ୍ନତ ବିଜାତି” (ଦେଖ: rc://*/ta/man/translate/figs-metonymy)
circumcision
ଏହା ଯିହୂଦୀମାନଙ୍କ ନିମନ୍ତେ ଆଉ ଗୋଟିଏ ନାମ, କାରଣ ସବୁ ପୁରୁଷ ଶିଶୁମାନେ ସୁନ୍ନତ ହେଉଥିଲେ I ବିକଳ୍ପ ଅନୁବାଦ: “ସୁନ୍ନତ ଲୋକମାନେ” (ଦେଖ: rc://*/ta/man/translate/figs-metonymy)
what is called the ""circumcision"" in the flesh made by human hands
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯିହୂଦୀମାନେ. ଯେଉଁମାନେ ମନୁଷ୍ୟମାନଙ୍କ ଦ୍ବାରା ସୁନ୍ନତ ହେଉଥିଲେ” କିମ୍ବା ୨) “ଯିହୂଦୀମାନେ, ଯେଉଁମାନେ ପାର୍ଥିବ ଶରୀରକୁ ସୁନ୍ନତ କରୁଥିଲେ I”
by what is called
ଏହାକୁ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ବୋଲି ଲୋକମାନେ ଡାକନ୍ତି” କିମ୍ବା “ଯାହାଙ୍କର ବୋଲି ଲୋକମାନେ ଡାକନ୍ତି” (ଦେଖ: rc://*/ta/man/translate/figs-activepassive)