or_tn/eph/02/08.md

8 lines
1.1 KiB
Markdown

# For by grace you have been saved through faith
ଯଦି ଆମ୍ଭେମାନେ କେବଳ ଯୀଶୁଙ୍କଠାରେ ବିଶ୍ବାସ କରୁ, ତେବେ ଦଣ୍ଡରୁ ପରିତ୍ରାଣ ପ୍ରାପ୍ତହେବା ନିମନ୍ତେ ଆମ୍ଭମାନଙ୍କ ପ୍ରତି ଈଶ୍ବରଙ୍କ ଦୟା ହିଁ ଏକ ମାତ୍ର ପଥ, ଯାହା ସେ ଆମ୍ଭମାନଙ୍କ ନିମନ୍ତେ ସମ୍ଭବ କରିଅଛନ୍ତି I ବିକଳ୍ପ ଅନୁବାଦ: “ତାହାଙ୍କଠାରେ ତୁମ୍ଭମାନଙ୍କର ବିଶ୍ବାସ ସକାଶୁ ଈଶ୍ବର ଅନୁଗ୍ରହ ଦ୍ବାରା ତୁମ୍ଭମାନଙ୍କୁ ପରିତ୍ରାଣ ଦେଇଅଛନ୍ତି I (ଦେଖ: [[rc://*/ta/man/translate/figs-activepassive]])
# this did not
“ଏହା” ଶବ୍ଦଟି “ଅନୁଗ୍ରହରେ ବିଶ୍ବାସ ଦ୍ବାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ”କୁ ବୁଝାଏ I