8 lines
1.1 KiB
Markdown
8 lines
1.1 KiB
Markdown
|
# For by grace you have been saved through faith
|
||
|
|
||
|
ଯଦି ଆମ୍ଭେମାନେ କେବଳ ଯୀଶୁଙ୍କଠାରେ ବିଶ୍ବାସ କରୁ, ତେବେ ଦଣ୍ଡରୁ ପରିତ୍ରାଣ ପ୍ରାପ୍ତହେବା ନିମନ୍ତେ ଆମ୍ଭମାନଙ୍କ ପ୍ରତି ଈଶ୍ବରଙ୍କ ଦୟା ହିଁ ଏକ ମାତ୍ର ପଥ, ଯାହା ସେ ଆମ୍ଭମାନଙ୍କ ନିମନ୍ତେ ସମ୍ଭବ କରିଅଛନ୍ତି I ବିକଳ୍ପ ଅନୁବାଦ: “ତାହାଙ୍କଠାରେ ତୁମ୍ଭମାନଙ୍କର ବିଶ୍ବାସ ସକାଶୁ ଈଶ୍ବର ଅନୁଗ୍ରହ ଦ୍ବାରା ତୁମ୍ଭମାନଙ୍କୁ ପରିତ୍ରାଣ ଦେଇଅଛନ୍ତି I (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# this did not
|
||
|
|
||
|
“ଏହା” ଶବ୍ଦଟି “ଅନୁଗ୍ରହରେ ବିଶ୍ବାସ ଦ୍ବାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ”କୁ ବୁଝାଏ I
|