or_tn/eph/02/04.md

520 B

God is rich in mercy

ଈଶ୍ବର ଦୟାରେ ମହାନ୍ କିମ୍ବା “ଈଶ୍ବର ଆମ୍ଭମାନଙ୍କ ପ୍ରତି ଅତି ଦୟାଳୁ ଅଟନ୍ତି”

because of his great love with which he loved us

ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର ମହା ପ୍ରେମ ସକାଶୁ କିମ୍ବା “ଯେହେତୁ ସେ ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କରନ୍ତି”