# God is rich in mercy ଈଶ୍ବର ଦୟାରେ ମହାନ୍ କିମ୍ବା “ଈଶ୍ବର ଆମ୍ଭମାନଙ୍କ ପ୍ରତି ଅତି ଦୟାଳୁ ଅଟନ୍ତି” # because of his great love with which he loved us ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର ମହା ପ୍ରେମ ସକାଶୁ କିମ୍ବା “ଯେହେତୁ ସେ ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କରନ୍ତି”