or_tn/eph/02/02.md

961 B

according to the ways of this world

ପ୍ରେରିତମାନେ ମଧ୍ୟ “ଜଗତ” ଶବ୍ଦକୁ ଏହି ଜଗତର ଲୋକମାନଙ୍କର ଭ୍ରଷ୍ଟ ମୂଲ୍ୟବୋଧ ଓ ସ୍ବାର୍ଥପର ବ୍ୟବହାରକୁ ବୁଝାଇବାପାଇଁ ବ୍ୟବହାର କରିଥିଲେ I ବିକଳ୍ପ ଅନୁବାଦ: “ଏହି ଜଗତର ମୂଲ୍ୟବୋଧ ଅନୁସାରେ ଜୀବନ ଯାପନ କରୁଥିବା ଲୋକମାନେ” କିମ୍ବା”ଏହି ବର୍ତ୍ତମାନ ଜଗତର ରୀତିନୀତି ପାଳନ କରୁଥିବା” (ଦେଖ: rc://*/ta/man/translate/figs-metonymy)

the ruler of the authorities of the air

ଏହା ଦିଆବଳ ବା ଶୟତାନକୁ ବୁଝାଏ I

the spirit that is working

କାର୍ଯ୍ୟ କରୁଥିବା ଶୟତାନର ଆତ୍ମା