or_tn/eph/02/02.md

12 lines
961 B
Markdown
Raw Permalink Normal View History

2020-11-19 00:15:53 +00:00
# according to the ways of this world
ପ୍ରେରିତମାନେ ମଧ୍ୟ “ଜଗତ” ଶବ୍ଦକୁ ଏହି ଜଗତର ଲୋକମାନଙ୍କର ଭ୍ରଷ୍ଟ ମୂଲ୍ୟବୋଧ ଓ ସ୍ବାର୍ଥପର ବ୍ୟବହାରକୁ ବୁଝାଇବାପାଇଁ ବ୍ୟବହାର କରିଥିଲେ I ବିକଳ୍ପ ଅନୁବାଦ: “ଏହି ଜଗତର ମୂଲ୍ୟବୋଧ ଅନୁସାରେ ଜୀବନ ଯାପନ କରୁଥିବା ଲୋକମାନେ” କିମ୍ବା”ଏହି ବର୍ତ୍ତମାନ ଜଗତର ରୀତିନୀତି ପାଳନ କରୁଥିବା” (ଦେଖ: [[rc://*/ta/man/translate/figs-metonymy]])
# the ruler of the authorities of the air
ଏହା ଦିଆବଳ ବା ଶୟତାନକୁ ବୁଝାଏ I
# the spirit that is working
କାର୍ଯ୍ୟ କରୁଥିବା ଶୟତାନର ଆତ୍ମା