20 lines
2.3 KiB
Markdown
20 lines
2.3 KiB
Markdown
# raised him
|
|
|
|
ତାହାଙ୍କୁ ସମସ୍ତ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ କରିଅଛି I
|
|
|
|
# from the dead
|
|
|
|
ଏହି ଭାବ ଭୂମିଗତ ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଫେରିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା I
|
|
|
|
# seated him at his right hand in the heavenly places
|
|
|
|
ଯେଉଁ ଲୋକ ଜଣେ ରାଜାଙ୍କର “ଦକ୍ଷିଣ ପାର୍ଶ୍ବରେ” ଉପବିଷ୍ଟ ହୁଏ, ସେ ତାହାଙ୍କର ଡାହାଣ ପାଖରେ ଉପବିଷ୍ଟ ହୋଇ ଯେଉଁ ରାଜାଙ୍କର ଦକ୍ଷିଣ ପାଖରେ ସେ ଉପବିଷ୍ଟ, ତାହାଙ୍କର ସମସ୍ତ ଅଧିକାର ସହିତ ଶାସନ କରେ I ଏହା ଏକ ନିର୍ଦ୍ଦିଷ୍ଟ ସ୍ଥାନର ରୂପକ ଯାହା ସେ ସେହି ସ୍ଥାନର ଅଧିକର୍ତ୍ତାଙ୍କଠାରୁ ପ୍ରାପ୍ତ ହୋଇଥାଏ I ବିକଳ୍ପ ଅନୁବାଦ: “ସ୍ବର୍ଗରୁ ରାଜତ୍ବ କରିବା ନିମନ୍ତେ ତାହାଙ୍କୁ ସମସ୍ତ ଅଧିକାର ଦେଲେ” (ଦେଖ: [[rc://*/ta/man/translate/figs-metonymy]])
|
|
|
|
# seated him at his right hand
|
|
|
|
“ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ” ଉପବେଶନ କରିବାର ଅର୍ଥ ହେଉଛି ଈଶ୍ବରଙ୍କଠାରୁ ମହା ସମ୍ଭ୍ରମ ଓ ଅଧିକାର ପ୍ରାପ୍ତ ହେବାର ଏକ ନିଦର୍ଶନ I ବିକଳ୍ପ ଅନୁବାଦ: “ସେ ତାହାଙ୍କୁ ତାଙ୍କର ସମ୍ଭ୍ରମ ଓ ଅଧିକାରର ସ୍ଥାନରେ ବସିବାକୁ ଦେଲେ” (ଦେଖ: [[rc://*/ta/man/translate/translate-symaction]])
|
|
|
|
# in the heavenly places
|
|
|
|
ଅଲୌକିକ ଜଗତରେ I “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ ୧:୩](../01/03.md)ରେ ଏହାକୁ ତୁମେ କିପରି ଅନୁବାଦ କଲ ତାହା ଦେଖ I
|