# raised him ତାହାଙ୍କୁ ସମସ୍ତ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ କରିଅଛି I # from the dead ଏହି ଭାବ ଭୂମିଗତ ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଫେରିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା I # seated him at his right hand in the heavenly places ଯେଉଁ ଲୋକ ଜଣେ ରାଜାଙ୍କର “ଦକ୍ଷିଣ ପାର୍ଶ୍ବରେ” ଉପବିଷ୍ଟ ହୁଏ, ସେ ତାହାଙ୍କର ଡାହାଣ ପାଖରେ ଉପବିଷ୍ଟ ହୋଇ ଯେଉଁ ରାଜାଙ୍କର ଦକ୍ଷିଣ ପାଖରେ ସେ ଉପବିଷ୍ଟ, ତାହାଙ୍କର ସମସ୍ତ ଅଧିକାର ସହିତ ଶାସନ କରେ I ଏହା ଏକ ନିର୍ଦ୍ଦିଷ୍ଟ ସ୍ଥାନର ରୂପକ ଯାହା ସେ ସେହି ସ୍ଥାନର ଅଧିକର୍ତ୍ତାଙ୍କଠାରୁ ପ୍ରାପ୍ତ ହୋଇଥାଏ I ବିକଳ୍ପ ଅନୁବାଦ: “ସ୍ବର୍ଗରୁ ରାଜତ୍ବ କରିବା ନିମନ୍ତେ ତାହାଙ୍କୁ ସମସ୍ତ ଅଧିକାର ଦେଲେ” (ଦେଖ: [[rc://*/ta/man/translate/figs-metonymy]]) # seated him at his right hand “ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ” ଉପବେଶନ କରିବାର ଅର୍ଥ ହେଉଛି ଈଶ୍ବରଙ୍କଠାରୁ ମହା ସମ୍ଭ୍ରମ ଓ ଅଧିକାର ପ୍ରାପ୍ତ ହେବାର ଏକ ନିଦର୍ଶନ I ବିକଳ୍ପ ଅନୁବାଦ: “ସେ ତାହାଙ୍କୁ ତାଙ୍କର ସମ୍ଭ୍ରମ ଓ ଅଧିକାରର ସ୍ଥାନରେ ବସିବାକୁ ଦେଲେ” (ଦେଖ: [[rc://*/ta/man/translate/translate-symaction]]) # in the heavenly places ଅଲୌକିକ ଜଗତରେ I “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ ୧:୩](../01/03.md)ରେ ଏହାକୁ ତୁମେ କିପରି ଅନୁବାଦ କଲ ତାହା ଦେଖ I